ଓଡ଼ିଆ ପକ୍ଷ ସପ୍ତମ ଦିନରେ ଛାତ୍ରଛାତ୍ରୀଙ୍କୁ ବଣ୍ଟାଗଲା ବର୍ଣ୍ଣବୋଧ
କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଆ ପକ୍ଷ-୨୦୨୬ ପାଳନ ସପ୍ତମ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ‘ବର୍ଣ୍ଣବୋଧ ଉତ୍ସବ’ ତଥା ‘ଶିଶୁ କଥା ଦିବସ’ ପାଳିତ…
