କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଦଳିଲେ ୪ ରାଜ୍ୟର ରାଜ୍ୟ ବିଜେପି ସଭାପତି। ୪ ରାଜ୍ୟର ରାଜ୍ୟ ସଭାପତିଙ୍କୁ ବଦଳାଇଛି। ହାଇକମାଣ୍ଡ ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି ଏବଂ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜେପି ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ତ୍ରିପୁରାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତ କରିଛି। ହର୍ଷ ମାଲହୋତ୍ରାଙ୍କୁ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିବା ବେଳେ କେୱଲ ସିଂହ ଢିଲୋଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି। ଅର୍ଚ୍ଚନା ଗୁପ୍ତାଙ୍କୁ ହରିୟାଣାର ନୂତନ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଅଭିଷେକ ଦେବରୟ ଏବେ ତ୍ରିପୁରାରେ ବିଜେପିର ଦାୟିତ୍ୱ ସମ୍ଭାଳିବେ ।
ବଦଳିଲେ ୪ ରାଜ୍ୟର ବିଜେପି ସଭାପତି
