ଜିତୁ ମୁଣ୍ଡାଙ୍କୁ ଛୁଟୁଛି ସହାୟତାର ସୁଅ:
ଫିଜିକ୍ସୱାଲା ପକ୍ଷରୁ ୧୦ ଲକ୍ଷ ଟଙ୍କା ଦାନ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିତୁ ମୁଣ୍ଡା ଟଙ୍କା ଉଠାଣ ପାଇଁ ମୃତ ଭଉଣୀର କଙ୍କାଳକୁ ବୋହି ବ୍ୟାଙ୍କରେ ପହଞ୍ଚିବା ଘଟଣା ରାଜ୍ୟ ସମେତ ଦେଶକୁ ନିନ୍ଦିତ…
