କମିଲା ସୁନାଦର

କେନ୍ଦୁଝର  ସାଇନ (ଜ୍ଞାନରଞ୍ଜନ ମିଶ୍ର): ସୁନା ଦାମ୍ ରେ ନିୟମିତ ପରିବର୍ତ୍ତନ ହେଉଛି। କେଉଁ ଦିନ ସାମାନ୍ୟ ଶସ୍ତା ହେଲେ ପୁଣି ହେଉଛି ମହଙ୍ଗା। ଏପ୍ରିଲ ୩ ଅର୍ଥାତ୍ ଶୁକ୍ରବାର ସୁନା ଦାମ୍ କେତେ ରହିଛି ।
   ୨୪ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୪୮,୯୬୦ ଟଙ୍କା ରହିଛି। ଗତକାଲି ଏହା ୧,୪୮,୯୭୦ ଟଙ୍କା ଥିଲା। ଏଥିରେ ୧୦ ଟଙ୍କା ମାତ୍ର ହ୍ରାସ ହୋଇଛି।
    ୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୬,୫୪୦ ଟଙ୍କା ରହିଛି। ଗତକାଲି ୧,୩୬, ୫୫୦ ଟଙ୍କା ଥିଲା। ଏଥିରେ ମଧ୍ୟ ୧୦ ଟଙ୍କା ହ୍ରାସ ହୋଇଛି।     ୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୧,୭୨୦ ଟଙ୍କା ରହିଛି। ଗତକାଲି ଏହା ୧,୧୧,୭୩୦ ଟଙ୍କା ଥିଲା।
ସେହିପରି ରୁପା ଦାମରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ୧୦୦ ଗ୍ରାମ୍ ରୁପା ଦାମ୍ ୨୫,୪୯୦ ଟଙ୍କା ରହିଛି। ଗତକାଲି ୨୫,୫୦୦ ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *