ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୨।୪(ଡି.କେ ନ୍ୟୁଜ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଠାରୁ ୩ଦିନିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଗସ୍ତର ଦ୍ଵିତୀୟ ଦିବସ ରବିବାର ଆନନ୍ଦପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବାବେଳେ ଆନନ୍ଦପୁର ଗସ୍ତ ପୂର୍ବରୁ ସକାଳେ କେନ୍ଦୁଝର ସର୍କିଟହାଉସ ଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କୁ ଭେଟି ଜିଲ୍ଲାର ବିକାଶ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଛଛନ୍ତି ।

Leave a Reply

Your email address will not be published. Required fields are marked *