ଭୁବନେଶ୍ବର ଗୁପ୍ତା ପାୱାର ଇନ୍ଫ୍ରା ଉପରେ ସିବିଆଇ ରେଡ୍
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶାସ୍ଥିତ କମ୍ପାନୀ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଉପରେ ୧୧୦୯ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ୪ ରାଜ୍ୟରେ ଏକକାଳୀନ ଚଢାଉ କରିଛି। ଜୁଲାଇ ୧୮ ତାରିଖରେ ସିବିଆଇ ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ଉତ୍ତରାଖଣ୍ଡର ୬ଟି ସ୍ଥାନରେ ଚଢାଉ କରିଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ।
୧୧୦୯ କୋଟିର ବ୍ୟାଙ୍କ ଠକେଇ: ୪ ରାଜ୍ୟରେ ସିବିଆଇ ରେଡ୍
